Odia Love Story
ଓଡିଆ ଲଭ୍ ଷ୍ଟୋରୀ
(1) ତୋର ସେ ଗୋଲାପି ଓଠ ନା ମୋତେ ପାଗଳ କରି ଦେଇଛି ହେଲେ ତୁମକୁ କହିବା ପାଇଁ ସାହାସ ହୁଏନି କେବେ ସପନ ରେ ତତେ ବହୁତ ଥର kiss କରିଛି ଡ଼ର ଲାଗେ ବହୁତ ଯଦି ତୁ ରାଗି ଯିବୁ ସେଥ୍ ପାଇଁ କହି ପାରେନି ସତରେ କେବେ ଟିକେ ତୋ ଓଠ କୁ ଛୁଇଁବା ପାଇଁ ନା ମୁଁ ଦିନ ଗଣୁଛି
(2) ଦରକାର ନାହିଁ ସମସ୍ତେ ମୋତେ ଭଲପାଆନ୍ତୁ ନା ମୋତେ ଠିକ୍ ସେ ବୁଝନ୍ତୁ . ନା ହିଁ ସାଥ ଦିଅନ୍ତୁ .. କେବଳ ମୋର ଜଣେ ହିଁ ଦରକାର ଆଉ ସେ ତୁମେ ହୋଇଥିବା ଦରକାର
(3) ମୁ ସିଏ ନୁହେଁ , ମନେପକାଏ । ମୁଁ ହେଉଛି ସିଏ , ଯିଏ ସ୍ବାର୍ଥ ପାଇଁ ଯିଏ ସମ୍ପର୍କକୁ ଅଧିକଭଲପାଏ ମୁଁ ତୁମ ମନରେ ଥାଏ ବୀ ନ ଥାଏ , ପ୍ରତିଦିନ ମୁଁ ତୁମକୁ ମନ ଭିତରେ ବହୁତ ଖୋଜିଥାଏ
(4) ମୁଁ ତୁମକୁ ପ୍ରତି କଥାରେ ରାଣ ଦେଉଛି ଏଥିପାଇଁ ନୁହେଁ କି ତୁମ ଉପରେ ମୋର ବିଶ୍ବାସ ନାହିଁ ... ବରଂ ରାଣ ଦେଇ ମୋ ଭଲପାଇବାରେ ଏତେ ଋଣୀ କରିଦେବି ଯେ ତୁମେ ପ୍ରତି ଜନ୍ମରେ ମୋ ଜୀବନକୁ ଆସିବ ସେ ଋଣ ସୁଝିବା ପାଇଁ ...
(5) ନିଜର ଖୁସି ପାଇଁ କେବେ କାହା ସହିତ Time pass କରନ୍ତୁ ନାହିଁ , କାରଣ ତୁମର Time pass ସିନା ପୂରଣ ହୋଇଯିବ , ହେଲେ କେହିଜଣେ ସବୁଦିନ ପାଇଁ ହସିବା ଭୁଲିଯିବ
(6) ବେଳେବେଳେ ଏମିତି ଲୋକ ସହ ଏତେ ଗଭୀର ସମ୍ପର୍କ ହୋଇଯାଏ ଯେ ପ୍ରତି ମୁହୂର୍ତରେ କିଛି କରିବା ପୂର୍ବରୁ ତା କଥା ହିଁ ମନେ ପଡେ
(7) ଏ ଦୁନିଆରେ ସବୁଠାରୁ କଷ୍ଟ କାମ ହେଲା କାହା ଓଠରେ ଟିକେ ହସ ଦେବା , ଲୁହ ତ ସମସ୍ତେ ଦିଅନ୍ତି ହେଲେ ହସ କେବଳ ସିଏ ହିଁ ଦିଅନ୍ତି , ଯିଏ ଆମକୁ ପ୍ରକୃତରେ ଭଲ ପାଆନ୍ତି
(8) ଶରୀର ସୁନ୍ଦର ଥାଉ କି ନଥାଉ କିନ୍ତୁ କହୁଥିବା ଶବ୍ଦ ଗୁଡ଼ିକ ସୁନ୍ଦର ନିହାତି ଦରକାର କାହିଁକି ନା ଲୋକ ଚେହେରା ଭୁଲି ଯାଆନ୍ତି କିନ୍ତୁ କହିଥିବା ହେବା କେଇପଦ କଥା ମନ ଭିତରେ ବସା ବାନ୍ଧି ରହିଯାଏ
(9) ଜୀବନର ସତ୍ୟ
ବଞ୍ଚିବା ପାଇଁ କୌଣସି Perfect ମଣିଷ ଦରକାର ନାହିଁ , ବରଂ ଏହି ପରି ଏକ ମଣିଷ ଦରକାର ଯିଏ Respect ଆଉ Care କରୁଥିବ ସେ ହିଁ ତୁମ ପାଇଁ Perfect ହେବ
(10) ବେଶୀ ଭଲପାଉଥି ଲୋକ ଠାରୁ ଟିକେ ଆଘାତ ପାଇଲେ କେବଳ ଆଖୁରୁ ନୁହେଁ , ହୃଦୟରୁ ବି ଲୁହ ଝରିପଡେ
(11) ଗୋଟିଏ କଥା ସବବେଳେ ମନେ ରଖିଥିବେ , ସମୟ ଓ ପରିସ୍ଥିତି କେବେ ବି ବଦଳି ପାରେ ଏଥି ପାଇଁ କେବେ କାହାର ଅପମାନ କରନ୍ତୁ ନାହିଁ
(12) ଜୀବନରେ ଗୋଟିଏ କଥା ସବୁବେଳେ ମନେରଖୁଥୁବେ ଯେଉଁମାନେ ତୁମକୁ ଗୁରୁତ୍ୱ ଦିଅନ୍ତି ନାହିଁ ସେମାନଙ୍କ ପାଖେ ଛିଡ଼ା ହେବା ଅପେକ୍ଷା ଏକାକୀ ଠିଆ ହେବା ବହୁତ ଭଲ !!
(13) ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି , ମୁଁ କାହାର ଭାଗ୍ୟ ତିଆରି କରେ ନାହିଁ । ମଣିଷ ନିଜେ ନିଜର ଭାଗ୍ୟ ତିଆରି କରିଥାଏ । ତୁମେ ଆଜି ଯାହା କରୁଛ ତାହାର ଫଳ ତୁମକୁ କାଲି ପ୍ରାପ୍ତ ହେବ ଏବଂ ଆଜି ଯାହା ତୁମର ଭାଗ୍ୟରେ ଅଛି ତାହା ପୂର୍ବରୁ କରାଯାଇଥିବା କର୍ମର ଫଳ । ସେଥୂପାଇଁ ଜୀବନକୁ ଉପଭୋଗ କର । ନିଜେ ହସ ଓ ଅନ୍ୟକୁ ହସାଅ , ରାଗ ଓ ହିଂସା ଛାଡ଼ ... କାରଣ ମଣିଷର ନିଶ୍ବାସକୁ ବି ଜଣା ନ ଥାଏ ଯେ ସେ ଫେରିବ କି ନାହିଁ
(14) ମୋ ଜୀବନରେ ଖୁସି ଅପେକ୍ଷା ଦୁଃଖକୁ ମୁଁ ବହୁତ ପସନ୍ଦ କରେ । କାହିଁକି ନା ଖୁସି ଆସିଥାଏ C Serw । କିଛି ସମୟ ପାଇଁ । ଆଉ ଦୁଃଖ ଆସିଥାଏ ବହୁତ କିଛି ଶିକ୍ଷା ଦେଇଥାଏ , ଆଉ ଏଠି କିଏ ନିଜର ଆଉ କିଏ ପର ଜଣା ପଡ଼ିଥାଏ
(15) ଗୀତା
ଜାହା ହେଲା ଭଲ ହେଲା ଜାହା ହେଉଛି ଭଲ ହେଉଛି ଜାହା ହେବ ଭଲ ହିଁ ହେବ ତୁମର କଣ ଯାଇଛି ତୁମେ କାନ୍ଦୁଛ ? ତୁମେ କଣ ଆଣିଥିଲ ଜାହାତୁମେ ହରାଇ ଦେଇଛ ? ତୁମେ କଣ ସୃଷ୍ଟି କରିଥିଲେ କାହା ନଷ୍ଟ ହୋଇଯାଇଛି ତୁମେଯାହା ନେଇନଥିଲ ତାହା ନେଇଛ ଜାହା ଦେଇଛ ଏହିଠାରେ ଦେଇଛ ଵାହା ତୁମର ଆଜିଅଛି କାଲିସିଏ ଅଭକାହାର ଥିଲା ଆଗକୁ ସିଏ ଆଉ କାହାର ହୋଇ ଯିବ ଅଟ ପରିବର୍ତ୍ତନ ସଂଗାର ର ନିୟମ ଅଟେ
(16) ଅତୀତକୁ ଭାବି କେବେ ମନ ଦୁଃଖ କର ନାହିଁ , ବର୍ତ୍ତମାନକୁ ଦେଖୁ କେବେ ଗର୍ବ କର ନାହିଁ , ଭବିଷ୍ୟତକୁ ଭାବି କେବେ ଚିନ୍ତା କରନାହିଁ କାରଣ ସବୁ ସେଇ ଭଗବାନଙ୍କ ଲୀଳା ଆମେ ସବୁ À ନିର୍ମିତ ମାତ୍ର
(17) ଶ୍ରୀକୃଷ୍ଣ କୁହନ୍ତି .
ଦୁନିଆର ସବୁ ଖେଳ ଖେଳି ନେବ କିନ୍ତୁ ଭୁଲରେ ବି କାହାର ଭାବନା ସହିତ ଖେଳିବ ନାହିଁ , କାହିଁକି ନା ଏହା ହେଉଛି ସେଇ ଦୋଷ ଯାହାକି ମୁଁ କେବେ କ୍ଷମା କରି ନ ଥାଏ
(18) ପ୍ରେମ
ଭଲପାଇବା ତାଙ୍କୁ ଦିଅ .. ! ସିଏକି ତ ଦେହକୁ ନୁହେଁ .. ! ତୋ ହୃଦୟ କୁ ଭଲପାଉଥିବ .. ! ତୋ ହୃଦୟ ମନର ଭାଷାକୁ ବୁଝି ପାରୁଥିବ .. ! ତୋ ଆଖିରେ ଲୁହ ଦେଖିଲେ .. ! ତାଙ୍କ ହୃଦୟ କାନ୍ଦି ଉଠିବ .. ! ତୁମକୁ କଷ୍ଟ ହେଲେ ସେ ନିଜେ କଷ୍ଟ ଅନୁଭବ କରି ପାରୁଥିବ .. ! ଏବଂ ପ୍ରତି ମୁହୁର୍ତ୍ତ ରେ ତୁମକଥା ଭାବୁଥିବ .. !
(19) ଗୋଟେ ପୁଅ ଯେତେବେଳେ ଗୋଟେ ଝିଅ କୁ ନିଜ ଜୀବନ ଠୁ ଅଧିକ ଭଲପାଏ , ଆଉ ସେ ତା'ର ପ୍ରେମିକା ନୁହେଁ । ଦେବୀ ସ୍ତ୍ରୀ ପରି ମାନିଥାଏ ଆଉ ସେହି ସମୟ ରେ ସେ ଝିଅ ଯଦି ସେ ତାଙ୍କୁ ଧୋକା ଦେଉଛି .. ! ସେ ତା'ର ଯେତେ ବଡ଼ ହୃଦୟ ହେଉନା କାହିଁକି .. ! ତା ହୃଦୟ ଚୁରମାର୍ ହେଇକି ଭାଙ୍ଗିଯିବ ! ଆଉ ସେହି ପିଲା ର ପ୍ରେମ ଉପରେ ସବୁଦିନ ପାଇଁ ଭରସା ତୁଟିଯିବ ..
(20) ମଣିଷ ଯଦି .. ! କେବେ କାହାର ହୃଦୟକୁ ଭାଙ୍ଗି ଦେଇ ଚାଲିଯାଏ .. ! ତାହେଲେ .. । ଦିନେ ଏମିତି ସମୟ ଆସିବ .. ! କେହି ନା କେହି ତାଙ୍କ ହୃଦୟକୁ ବି ଭାଙ୍ଗିଦେଇ ଚାଲିଯିବେ ... । ଆଉ ସେହିଦିନ ଜାଣିବେ .. ! କାହାର ହୃଦୟ କୁ ଭାଙ୍ଗିଲେ କେତେ କଷ୍ଟ ହୁଏ ... !
(21) ସୁଖ ତୁମପାଇଁ ଦୁଖ ମୋ ପାଇଁ ହସ ତୁମପାଇଁ ଲୁହ ମୋ ପାଇଁ ଜୀବନ ତୁମପାଇଁ ମୃତ୍ୟୁ ମୋ ପାଇଁ ସବୁକିଛି ତୁମପାଇଁ ତୁମେ କେବଳ ମୋ ପାଇଁ
(22) ନିଶ୍ବାସ ବିଶ୍ବାସ ତିନି ଅକ୍ଷର ଭରସା ପାଏନା କିଏ କାହାର ଜୀବନ ଯାତନା ତିନି ଅକ୍ଷର ମୋହ ମାୟା ଲମ୍ବେ ଅନେକ ଦୂର ମଣିଷ ଈଶ୍ବର ତିନି ଅକ୍ଷର ଲୋଭରେ ମଣିଷ ଗଢେ ମନ୍ଦିର ଜନମ ମରଣ ତିନି ଅକ୍ଷର ସବୁରି ମୂଳରେ କଳା ଠାକୁର
(23) * ଶେଷ କଥା *
ଏଇ ଜନମରେ ତୁମ ସାଥୀ ମୁ ହୋଇତ ପାରିଲି ନାହିଁ , ଆର ଜନମ ରେ ହେବି କି ନ ହେବି କିଛି ମୋତେ ଜଣା ନାହିଁ I ତୁମେ କହିଥିଲା ଭୁଲି ଯାଅ ସଖୀ ଭୁଲି ପାରୁନାହିଁ ମୁହଁ , ତୁମ ଖୁସି ପାଇଁ ଏବେ ଦିଅ ମୋତେ ବିଦାଇ । ତୁମକୁ ଛାଡିଲି ଖୋଜିବନି ମୁଁ ରହେ ବା ନ ରହେ ହେବ ଶୁଣି ତୁମେ ଖୁସି , ଏକା ଏକା ଯେବେ ଭାବିବ ମୋ କଥା ଭିଜାଇବ ନାହିଁ ଆଖୁ
(24) ତୁମେ ମୋର ପ୍ରାଣ ମୁଁ ତୁମ ନିଶ୍ବାସ କେମିତି ବଞ୍ଚିବି କୁହ ଦେହରୁ ନିଶ୍ବାସ ହୋଇ ଗଲେ ଶେଷ ରହିବ କି ଆଉ ପ୍ରାଣ ପ୍ରାଣ ବିନା ଦେହ ରହି କି କରିବ ନଥିଲେ ନିଶ୍ବାସ ଧନ , - ନିଶ୍ବାସ ନ ଥିଲେ ସେହର କି ଲୋଡା ଏକ ବିନା ଆନ ଶୂନ୍ୟ , ସ ଜୀବନ ବିଅର୍ଥ ତୁମ ହିନା ମୋ କାର୍ଯ୍ୟ ଜିଲ୍ଲା ଘନ ସମ
(25) ଏମିତି ହଠାତ୍ ଦିନେ ତାଙ୍କ ସାଙ୍ଗେ ଦେଖା ହୋଇ ଗଲା , କେବେ ମୁଁ ନ ଥୁଲି ଭାବି , ଏଇମିତି କେହି ଜଣେ ଅଚାନକ , ଆସି ଯିବ ଜୀବନରେ । ପ୍ରଥମ ଦେଖା ରେ , କାହିଁକି କେଜାଣି ଭାରି ଭଲ ଲାଗୁ ଥିଲା , ମନେ ମନେ ଭାବୁ ଥିଲି , ସିଏ ମୋତେ ଚାହାଁନ୍ତେ କି ଥରେ । ତାଙ୍କ ଆଖୁ , ଶେଷେ ମୋ ଆଖୁରେ ମିଶିଲା , ତାଙ୍କର ସେ ପ୍ରଥମ ଚାହାଣି ଆଜି ବି ମୋ ମନେ ପଡି ଯାଏ , ସାରା ଶରୀର ରେ ଶିହରଣ ଖେଳାଇ ଦେଲା । ମୋର ସେଇ ଲାଜୁକି ଆଖ୍ ରେ , ତାଙ୍କର ପ୍ରିତି ଭରା ପ୍ରେମିକ ନଜର , ବହୁତ ଭଲ ଲାଗୁଥିଲା , ଭାବୁ ଥୁଲି ଦୁନିଆର ସବୁ ସୁଖ , ମିଳିଗଲା ମୋତେ , ତାଙ୍କର ସେ ପ୍ରିତି ଭରା ହୃଦେ
Comments
Post a Comment