Odia Love Story

ଓଡିଆ ଲଭ୍ ଷ୍ଟୋରୀ (1) ତୋର ସେ ଗୋଲାପି ଓଠ ନା ମୋତେ ପାଗଳ କରି ଦେଇଛି ହେଲେ ତୁମକୁ କହିବା ପାଇଁ ସାହାସ ହୁଏନି କେବେ ସପନ ରେ ତତେ ବହୁତ ଥର kiss କରିଛି ଡ଼ର ଲାଗେ ବହୁତ ଯଦି ତୁ ରାଗି ଯିବୁ ସେଥ୍ ପାଇଁ କହି ପାରେନି ସତରେ କେବେ ଟିକେ ତୋ ଓଠ କୁ ଛୁଇଁବା ପାଇଁ ନା ମୁଁ ଦିନ ଗଣୁଛି (2) ଦରକାର ନାହିଁ ସମସ୍ତେ ମୋତେ ଭଲପାଆନ୍ତୁ ନା ମୋତେ ଠିକ୍ ସେ ବୁଝନ୍ତୁ . ନା ହିଁ ସାଥ ଦିଅନ୍ତୁ .. କେବଳ ମୋର ଜଣେ ହିଁ ଦରକାର ଆଉ ସେ ତୁମେ ହୋଇଥିବା ଦରକାର (3) ମୁ ସିଏ ନୁହେଁ , ମନେପକାଏ । ମୁଁ ହେଉଛି ସିଏ , ଯିଏ ସ୍ବାର୍ଥ ପାଇଁ ଯିଏ ସମ୍ପର୍କକୁ ଅଧିକଭଲପାଏ ମୁଁ ତୁମ ମନରେ ଥାଏ ବୀ ନ ଥାଏ , ପ୍ରତିଦିନ ମୁଁ ତୁମକୁ ମନ ଭିତରେ ବହୁତ ଖୋଜିଥାଏ (4) ମୁଁ ତୁମକୁ ପ୍ରତି କଥାରେ ରାଣ ଦେଉଛି ଏଥିପାଇଁ ନୁହେଁ କି ତୁମ ଉପରେ ମୋର ବିଶ୍ବାସ ନାହିଁ ... ବରଂ ରାଣ ଦେଇ ମୋ ଭଲପାଇବାରେ ଏତେ ଋଣୀ କରିଦେବି ଯେ ତୁମେ ପ୍ରତି ଜନ୍ମରେ ମୋ ଜୀବନକୁ ଆସିବ ସେ ଋଣ ସୁଝିବା ପାଇଁ ... (5) ନିଜର ଖୁସି ପାଇଁ କେବେ କାହା ସହିତ Time pass କରନ୍ତୁ ନାହିଁ , କାରଣ ତୁମର Time pass ସିନା ପୂରଣ ହୋଇଯିବ , ...